ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

May 13, 2025 - 15:05
 0  4
ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆଜି ଦକ୍ଷିଣ ବଙ୍ଗୋପସାଗର,ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ମୌସୁମୀ ବାୟୁ ହୋଇଛି ଅଗ୍ରସର  । ଆସନ୍ତା ମେ ୨୭ ତାରିଖକୁ  ମୌସୁମୀ ବାୟୁକେରଳ ଛୁଇଁବା ନେଇ କରାଯାଇଛି ପୂର୍ବାନୁମାନ  । ସେପଟେ ତାତିଠୁ ବଳିଗଲା ଗୁଳୁଗୁଳି । ଭୁବନେଶ୍ବରରେ ଆଦ୍ରତା ୭୧ ଦଶମିକ ୬ ପ୍ରତିଶତ ହୋଇଛି ରେକର୍ଡ  । ଫଳରେ ଭୁବନେଶ୍ବରରେ ଅସହ୍ୟ ହେଉଛି ଗୁଳୁଗୁଳି । 

What's Your Reaction?

like

dislike

love

funny

angry

sad

wow