୧୦ ଡିଗ୍ରୀ ତଳକୁ ଖସିଲା ପାରଦ

Dec 15, 2024 - 13:14
 0  3
୧୦ ଡିଗ୍ରୀ ତଳକୁ ଖସିଲା ପାରଦ

ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ। ରବିବାର ଭୋର ୬ ଟା ସୁଧା ଦାରିଙ୍ଗବାଡିରେ ରେକର୍ଡ ହୋଇଛି  ୮. ୫ ଡିଗ୍ରୀ ସର୍ବନିମ୍ମ ତାପମାତ୍ରା।ରାଜ୍ୟରେ ୪୮ ଘଣ୍ଟା ଯାଏ ଅର୍ଥାତ ୧୬ ତାରିଖ ଯାଏଁ ଜାରି ରହିବ ଶୀତ ଲହରୀ। ଆଗାମୀ ୨ ଦିନ ଯାଏ ଶୀତରେ ଥରିବ ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା। ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା ଓ ସୁନ୍ଦରଗଡକୁ ଶୀତଲହରୀ ପାଇଁ ଜାରି ହୋଇଛି ହଳଦିଆ ସତର୍କତା। ଏହାସହ ଆସନ୍ତା ୨୪ ଘଂଟାରେ କଲାହାଣ୍ଡି ଓ କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ରହିଛି ସମ୍ଭାବନା।

What's Your Reaction?

like

dislike

love

funny

angry

sad

wow