ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ

ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ଅଧିକ ଘନିଭୂତ ହୋଇ ଅବପାତରେ ହେବ ପରିଣତ। ଲଘୁଚାପ ସୃଷ୍ଟି ହେବା ପରେ ଏବେ ଠାରୁ ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଫଳରେ ଦେଶର ବିଭିନ୍ନ ରାଜ୍ୟରେ ହେବ ପ୍ରବଳ ବର୍ଷା । ବିଶେଷ କରି ପଶ୍ଚିମ ଭାରତରେ ପ୍ରବଳ ବର୍ଷା ନେଇ ଜାରି କରାଯାଇଛି ସତର୍କତା ।ସେହିପରି ବଙ୍ଗୋପସାଗରରେ ଆଗାମୀ ଦିନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ରହିଛି ସମ୍ଭାବନା।
What's Your Reaction?






