ଆତଙ୍କୀ ଓସାମା ବିନ୍ ଲାଡେନର ପୁଅ ଜୀବିତ

Sep 14, 2024 - 12:20
 0  1
ଆତଙ୍କୀ ଓସାମା ବିନ୍ ଲାଡେନର ପୁଅ ଜୀବିତ

ଜିବୀତ ଅଛି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଡେନର ପୁଅ ହମଜା ବିନ ଲାଡେନ । ଆଫଗାନିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଅଲକାଇଦାର ସେ ନେଉଛି ନେତୃତ୍ୱ । ଆମେରିକା, ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶଗୁଡିକ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ଲାଡେନର ପୁଅ । ଏନେଇ ବ୍ରିଟିଶ୍ ଗଣମାଧ୍ୟମ ସଂସ୍ଥା ‘ଦ ମିରର’ ପକ୍ଷରୁ ପ୍ରକାଶ ପାଇଛି ରିପୋର୍ଟ ।୨୦୧୯ ଆମେରିକା ଆକ୍ରମଣରେ ହମଜା ବିନ ଲାଡେନର ମୃତ୍ୟୁ ହୋଇଥିବା କୁହାଯାଉଥିଲା । ଯାହା ସତ ନୁହେଁ ବୋଲି ହେଉଛି ଚର୍ଚ୍ଚା। 

What's Your Reaction?

like

dislike

love

funny

angry

sad

wow