ମୋବାଇଲ ପାଇଁ ନିଲମ୍ବିତ ହେଲେ ଜେଲ ୱାର୍ଡର

Sep 14, 2024 - 12:09
 0  1
ମୋବାଇଲ ପାଇଁ ନିଲମ୍ବିତ ହେଲେ ଜେଲ ୱାର୍ଡର

କର୍ତ୍ତବ୍ୟ ବେଳେ କାରାଗାର ଭିତରେ ମୋବାଇଲ୍ ବ୍ୟବହାର କରି ନିଲମ୍ବିତ ହେଲେ କରଞ୍ଜିଆ ଉପକାରାଗାରର ୱାର୍ଡର ସ୍ବାଗତ ରଥ ଓ କୃଷ୍ଣଚନ୍ଦ୍ର ମହାନ୍ତି । ଏହା ସହ ସରକଆରୀ ବାସଭବନ ନଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାରିପଦା ବରିଷ୍ଠ ଅଧୀକ୍ଷକ । ଉଭୟ ୱାର୍ଡରଙ୍କୁ କର୍ତ୍ତବ୍ୟରେ ଅବେହେଳା, ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ତଥା ମାନୁଆଲ ଉଲଂଘନ କରି କାରାଗାର ଭିତରକୁ ମୋବାଇଲ ନେଇଥିବା ହୋଇଛି ଅଭିଯୋଗ ।

What's Your Reaction?

like

dislike

love

funny

angry

sad

wow