ନେପାଳରେ ୧୭୦ ଟପିଲା ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା

Sep 30, 2024 - 15:38
 0  4
ନେପାଳରେ ୧୭୦ ଟପିଲା ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା

ନେପାଳରେ ୧୭୦ ଟପିଲା ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା। ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ କରାଯାଉଛି ଆଶଙ୍କା । ଅନେକ ଅଞ୍ଚଳରେ ଲୋକେ ଫଶି ରହିଥିବା ବେଳେ ଜୋରଦାର କରାଯାଇଛି ଉଦ୍ଧାର ଅଭିଯାନ। ବନ୍ୟା ଓ ଭୂସ୍ଖଳନର ୨୦୦ଟି ଘଟଣା ସାମ୍ନାକୁ ଆସିଛି ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ବିପର୍ୟ୍ୟୟର ଗମ୍ଭୀରତା ବୃଦ୍ଧି ପାଉଛି ବୋଲି ଦାବି କରିଛନ୍ତି ବିଶେଷଜ୍ଞଗଣ । 

What's Your Reaction?

like

dislike

love

funny

angry

sad

wow