ସୁନୀତା ୱିଲୟମକୁ ଫେରାଇ ଆଣିବାକୁ ମହାକାଶରେ ପହଂଚିଲା କ୍ରିଉ-୯ ମିଶନ୍

Sep 30, 2024 - 15:40
 0  4
ସୁନୀତା ୱିଲୟମକୁ ଫେରାଇ ଆଣିବାକୁ ମହାକାଶରେ ପହଂଚିଲା କ୍ରିଉ-୯ ମିଶନ୍

ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ପହଞ୍ଚିଛି ମହାକାଶଚାରୀ ସୁନୀତା ୱିଲିୟମସ ଏବଂ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଆଣିବାକୁ ଯାଇଥିବା ସ୍ପେସ୍ ଏକ୍ସର ମହାକାଶଯାନ କୃ-ନାଇନ୍ ମିଶନ୍ ।ସ୍ପେସ୍ ଷ୍ଟେସନରେ ପହଞ୍ଚିବା ପରେ ଆଇଏସଏସରେ ପ୍ରବେଶ କରିଛନ୍ତି କୃ-ନାଇନରେ ଥିବା ମହାକାଶଚାରୀ।ଏହି ସମୟରେ ସମସ୍ତେ ହୋଇପଡିଥିଲେ ଭାବବିହ୍ୱଳ। ପରସ୍ପର ଆଲିଙ୍ଗନ କରିବା ସହ କ୍ରିଉ ୯ ସଦସ୍ୟଙ୍କୁ ସ୍ବାଗତ କରିଥିଲେ ସୁନିତା। ଆସନ୍ତା ଫେବୃଆରୀରେ ସୁନୀତାଙ୍କୁ ନେଇ  ପୃଥିବୀ ପୃଷ୍ଠକୁ ଫେରିବେ ସମସ୍ତ ମହାକାଶଚାରୀ।  ଏନେଇ ସୂଚନା ଦେଇଛି ନାସା ।

What's Your Reaction?

like

dislike

love

funny

angry

sad

wow