ଋଷିଆ ସହ ଅସ୍ତ୍ରବିରତି ପାଇଁ ସହମତ ହେଲା ୟୁକ୍ରେନ୍

ଋଷିଆ ସହ ଅସ୍ତ୍ରବିରତି ପାଇଁ ସହମତ ହେଲା ୟୁକ୍ରେନ୍। ସାଉଦି ଆରବରେ ସଫଳ ହୋଇଛି ଆମେରିକା-ୟୁକ୍ରେନ୍ ଶାନ୍ତି କାଥାବାର୍ତ୍ତା । ଆମେରିକାର ୩୦ ଦିନିଆ ଅସ୍ତ୍ରବିରତି ପ୍ରସ୍ତାବରେ ରାଜି ହୋଇଛି ୟୁକ୍ରେନ୍ । ୟୁକ୍ରେନ୍ର ଏହି ପଦକ୍ଷେପକୁ ସ୍ଵାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ଏବେ ଅସ୍ତ୍ରବିରତି ପାଇଁ ପୁଟିନ ମାନିବେ ବୋଲି କରୁଛୁ ଆଶା ।
What's Your Reaction?






