ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲଙ୍କ ଅସ୍ଵୀକାର

Jun 3, 2024 - 12:36
 0  3
ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲଙ୍କ ଅସ୍ଵୀକାର

ଏକଜିଟ୍ ପୋଲ ରିପୋର୍ଟକୁ ଅସ୍ଵୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି।  ଭୋଟଗଣତି ପୂର୍ବରୁ ସମସ୍ତ ସର୍ଭେକ୍ଷଣ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ମନଗଢା ବୋଲି କହିଛନ୍ତି ରାହୁଲ। ଅଧିକାଂଶ ଏକଜିଟ୍ ପୋଲ ଦେଶରେ ବିଜେପି ସରକାର ଗଢିବ ବୋଲି ଦେଇଛନ୍ତି ରିପୋର୍ଟ ।ତେବେ ଏକଜିଟ୍ ପୋଲକୁ ଫାଣ୍ଟାସି ପୋଲ୍ ବୋଲି କହିବା ସହ  ଇଣ୍ଡିଆ ମେଣ୍ଟକୁ ୨୯୫ ଆସନ ମିଳିବ ବୋଲି ସେ କରିଛନ୍ତି ପୂର୍ବାନୁମାନ ।ସେହିପରି ଜୁନ୍ ୪ର ଫଳାଫଳକୁ ଅପେକ୍ଷା କରନ୍ତୁ  ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । 

What's Your Reaction?

like

dislike

love

funny

angry

sad

wow