ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ
![ସିରିଆରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ଅନେକ ମୃତ](https://kalingascroll.in/uploads/images/202406/image_870x_665d6d5e658c8.jpg)
ସିରିଆର ଆଲେପ୍ପୋ ସହର ପରିସରରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ରିପୋର୍ଟ କରିଛି ସିରିଆର ସ୍ଥାନୀୟ ଗଣମାଧ୍ୟମ। ଗୋଟିଏ ସପ୍ତାହ ମଧ୍ୟରେ ଦେଶ ଉପରେ ଏହା ହୋଇଛି ଦ୍ୱିତୀୟ ଆକ୍ରମଣ ।ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ହୋଇଛି ଏହି ଏୟାର ଷ୍ଟ୍ରାଇକ ।
What's Your Reaction?
![like](https://kalingascroll.in/assets/img/reactions/like.png)
![dislike](https://kalingascroll.in/assets/img/reactions/dislike.png)
![love](https://kalingascroll.in/assets/img/reactions/love.png)
![funny](https://kalingascroll.in/assets/img/reactions/funny.png)
![angry](https://kalingascroll.in/assets/img/reactions/angry.png)
![sad](https://kalingascroll.in/assets/img/reactions/sad.png)
![wow](https://kalingascroll.in/assets/img/reactions/wow.png)