ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ୍‌।

Jun 3, 2024 - 12:49
 0  5
ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ୍‌।

ଆଜି ଜାପାନରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂମିକମ୍ପ। ରିକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି ଏହାର ତୀବ୍ରତା। ଜାପନର ମଧ୍ୟ ଅଞ୍ଚଳରେ ଏହି ଭୂକମ୍ପ ହୋଇଥିବା ସୂଚନା ଦେଇଛି ଜାପାନ ପାଣିପାଗ ଏଜେନ୍ସି । ଜାପାନର ପବ୍ଲିକ୍‌ ବ୍ରଡକାଷ୍ଟର ଏନ୍‌ଏଚ୍‌କେ ଏନେଇ କହିଛି ଯେ, ଭୂକମ୍ପଜନୀତ କ୍ଷୟକ୍ଷତି ଜଣାପଡ଼ିନାହିଁ। ଆଖପାଖ ଅଞ୍ଚଳରୁ ସଂଗ୍ରହ କରାଯାଉଛି ତଥ୍ୟ।ଭୂକମ୍ପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହୋଇଥିଲେ ମଧ୍ୟ ସୁନାମୀ ବିଷୟରେ ଦିଆଯାଇନାହିଁ କୌଣସି ସତର୍କ ସୂଚନା । କିନ୍ତୁ ସୁନାମୀ ଗୁଜବ ନେଇ ଆତଙ୍କିତ ହୋଇପଡ଼ିଛନ୍ତି ଲୋକେ। ତେବେ ଗୁଜବକୁ ବିଶ୍ୱାସ ନ କରିବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ କରାଯାଇଛି ନିବେଦନ।

What's Your Reaction?

like

dislike

love

funny

angry

sad

wow