ଲେବାନନରେ ଇସ୍ରାଏଲ ସେନାର ବଡ଼ ଆକ୍ରମଣ

Oct 11, 2024 - 16:12
 0  2
ଲେବାନନରେ ଇସ୍ରାଏଲ ସେନାର ବଡ଼ ଆକ୍ରମଣ

ଲେବାନନର ରାଜଧାନୀ ବେରୁଟରେ ବଡ଼ ଆକ୍ରମଣ କରିଛି ଇସ୍ରାଏଲ ସେନା।ଏଥିରେ ପ୍ରାୟ ୨୨ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ହୋଇଛନ୍ତି ଆହତ। ଆକ୍ରମଣ ପରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ବଢ଼ିଛି ଉତ୍ତେଜନା।ଇସ୍ରାଏଲ ସେନା ପକ୍ଷରୁ ହୋଇଥିବା ଏହି ଆକ୍ରମଣ ଗତ ଏକ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି। ସେହିପରି ଇସ୍ରାଏଲର ରକେଟ୍ ମାଡ଼ରେ ଦୁଇ ବଡ଼ କୋଠା ଧ୍ବଂସ ସ୍ତୁପରେ ହୋଇଛି ପରିଣତ। ଏହାଛଡ଼ା ଦକ୍ଷିଣ ଲେବାନନରେ ରହୁଥିବା ଜାତିସଂଘର ଶାନ୍ତି ପ୍ରତିଷ୍ଠା ରକ୍ଷକଙ୍କ ଉପରେ ବଢ଼ିଛି  ବିପଦ। ଯାହାକୁ ନେଇ ଜାତିସଂଘ ନିୟମ ଉଲ୍ଲଙ୍ଘନ ଏବଂ ଅସନ୍ତୁଷ୍ଟି ଦେଖିବାକୁ ମିଳିଛି। ଏହି ଘଟଣାକୁ ନିନ୍ଦା କରିଛନ୍ତି ବହୁ ଦେଶ। 

What's Your Reaction?

like

dislike

love

funny

angry

sad

wow