ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍

Feb 27, 2026 - 16:35
 0  1
ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍

ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍। କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ । ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ‘ସିମ୍ ବାଇଣ୍ଡିଂ’। ସିମ୍ କାର୍ଡ ନଥିଲେ ଚାଲିବନି ହ୍ୱାଟସଆପ୍, ଟେଲିଗ୍ରାମ୍, ସିଗନାଲ୍ , ସ୍ନାପଚାଟ୍, ସେୟାରଚାଟ୍ ଭଳି ମେସେଜିଂ ଆପ୍ । ସାଇବର୍ ଠକେଇ ରୋକିବାକୁ ଏଭଳି କଠୋର ନିୟମ କରିଛନ୍ତି ସରକାର ।ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ବ୍ୟବହାର କରିପାରିବେନି ନମ୍ବର ।ସୂଚନା ଯୋଗ୍ୟ ଯେ,, ସିମ୍ କାର୍ଡ ବାଇଡିଂ ନିୟମ ଲାଗୁ କରିବା ପାଇଁ ରଖାଯାଇଥିବା ଫେବ୍ରୁଆରୀ ୨୮ ତାରିଖର ସମୟସୀମା ଆଉ ବଢ଼ାଯିବ ନାହିଁ ବୋଲି ଆଜି  ସ୍ପଷ୍ଟ କରିଦେଇଛନ୍ତି କେନ୍ଦ୍ର ସରକାର।

What's Your Reaction?

like

dislike

love

funny

angry

sad

wow