କଲବଲ କରିବ ଗରମ ଏବଂ ଗୁଳୁଗୁଳି ,ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା

The monsoon has not advanced further in Odisha. While it has touched a few parts of southern Odisha, it has not progressed beyond the Bhawanipatna and Puri line. As a result, there is no possibility of rain in the coming week. Therefore, heat and humidity will continue to trouble people.

Jun 3, 2025 - 14:10
 0  6
କଲବଲ କରିବ ଗରମ ଏବଂ ଗୁଳୁଗୁଳି ,ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା

ଓଡିଶାରେ ଆଗକୁ ବଢୁନି ମୌସୁମୀ ।ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନକୁ ମୌସୁମୀ ଛୁଇଁଥିବାବେଳେ ଭବାନୀପାଟଣା ଓ ପୁରୀ ଲାଇନ୍‌ରୁ ଆଉ ଆଗଉନି। ଫଳରେ ଆସନ୍ତା ସପ୍ତାହେ ଯାଏଁ ନାହିଁ ବର୍ଷା ସମ୍ଭାବନା ।ତେଣୁ କଲବଲ କରିବ ଗରମ ଏବଂ ଗୁଳୁଗୁଳି।

What's Your Reaction?

like

dislike

love

funny

angry

sad

wow