କାନାଡା, ଚୀନ୍ ଓ ମେସ୍କିକୋ ଉପରେ ଟାରିଫ୍ ଲଗାଇଲା ଆମେରିକା

କାନାଡା, ଚୀନ୍ ଓ ମେସ୍କିକୋ ଉପରେ ଟାରିଫ୍ ଲଗାଇଲା ଆମେରିକା

ଆଜିଠୁ ଚୀନ, କାନାଡ଼ା ଓ ମେସ୍କିକୋ ଉପରେ ଟାରିଫ ବା ସୀମା ଶୁଳ୍କ ଲଗାଇଲା ଆମେରିକା  ।  ଏନେଇ ହ୍ବାଇଟହାଉସ ପକ୍ଷରୁ ଘୋଷଣା କରାଯାଇଛି ଔପଚାରିକ  ।  ନୂଆ କଟକଣା ଅନୁସାରେ ଚୀନ ଉପରେ ୧୦%, ମେସ୍କିକୋ ଓ କାନାଡା ଉପରେ ୨୫% ଲଗାଯାଇଛି ସୀମା ଶୁଳ୍କ  । ଆମେରିକା ରାଷ୍ଟ୍ରପତି ହେବା ପରେ ଟାରିଫ ଲଗାଯିବା ନେଇ ଘୋଷଣା କରି ତିନୋଟି ଦେଶକୁ ଝଟକା ଦେଇଥିଲେ ଟ୍ରମ୍ପ  ।