ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଭୂବନେଶ୍ୱର ମହାନଗର ନିଗମ କମିଶନର ରାଜେଶ ପ୍ରଭାକର ପାଟିଲ। ସେ କହିଛନ୍ତି ଯେ, ଖଣ୍ଡଗିରିର ମର୍ଯ୍ୟାଦା ହାନି ନ କରି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ଦିଆଯାଇଛି ନିର୍ଦେଶ।ଏନେଇ ଅବଗତ ରହିଛନ୍ତି ସବୁ ଯାତ୍ରା କମିଟି।ନିୟମ ଉଲ୍ଲଂଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।ତେବେ ଆସନ୍ତାକାଲିଠାରୁ ଖଣ୍ଡଗିରିରେ ଆରମ୍ଭ ହେଉଛି ମାଘସପ୍ତମୀ ମେଳା । ମେଳା ପୂର୍ବରୁ ଆଜି ଖଣ୍ଡଗିରିରେ ସମୀକ୍ଷା କରିଛନ୍ତି ଭୂବନେଶ୍ୱର ମହାନଗର ନିଗମ କମିଶନର ।
What's Your Reaction?