ଫେବ୍ରୁଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା

Feb 2, 2025 - 12:32
 0  1
ଫେବ୍ରୁଆରୀ ୮ରେ ମିଳିବ ସୁଭଦ୍ରା ଟଙ୍କା

ଫେବ୍ରୁଆରୀ ୮ ତାରିଖରେ ମିଳିବ ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା। ଯାଜପୁରରୁ ଏହାର ଶୁଭାରମ୍ଭ କରି ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅନେକ ମହିଳାଙ୍କୁ ଟଙ୍କା ମିଳିପାରିନାହିଁ। ବ୍ୟାଙ୍କର ଏନପିସିଆଇରେ ମଧ୍ୟ ହୋଇଛି ସମସ୍ୟା। କିନ୍ତୁ ହେଉଁ ହତାଧିକାରୀଙ୍କ ଏନପିସିଆଇରେ ସମସ୍ୟା ଅଛି ସେମାନେ ,ଟଙ୍କା ପାଇବାକୁ ଯୋଗ୍ୟ । ସେଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି  ଆଶ୍ବାସନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow