କେରଳ ଛୁଇଁଲା ମୌସୁମୀ

May 30, 2024 - 12:01
 0  9
କେରଳ ଛୁଇଁଲା ମୌସୁମୀ

ଦୁଇ ଦିନ ପୂର୍ବରୁ କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।  ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ହେବ ଅଗ୍ରସର । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର  ରହିଛି ସମ୍ଭାବନା । ଦେଶରେ ଏଥର ହେବ ଭଲ ବର୍ଷା । ସ୍ୱାଭାବିକ ଠାରୁ ଅଧିକ ବର୍ଷା କରାଇବ ମୌସୁମୀ । ୧ ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର କିନ୍ତୁ ୧୦୬ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ପଣିପାଗ ବିଭାଗ ।

What's Your Reaction?

like

dislike

love

funny

angry

sad

wow