ଘାଟି ତଳକୁ ଖସିଲା ଟ୍ରକ୍ ,୪ ଜଣ ଯବାନ ମୃତ

Jan 4, 2025 - 18:32
 0  1
ଘାଟି ତଳକୁ ଖସିଲା ଟ୍ରକ୍ ,୪ ଜଣ ଯବାନ ମୃତ

ଜମ୍ମୁ ଓ କଶ୍ମୀର ବାନ୍ଦିପୁର ଜିଲ୍ଲାର ଏସ୍‌କେ ପୟେନ ଅଞ୍ଚଳରେ ଆଜି ସେନାର ଏକ ଟ୍ରକ୍ ଘାଟି ତଳକୁ ଖସି ପଡ଼ିବାରୁ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ହୋଇଛନ୍ତି ଆହତ। ପାହାଡ଼ ଉପରେ ବୁଲାଣି ରାସ୍ତାରେ ଯାଇଥିବାବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିବା ମିଳିଛି ସୂଚନା। ଘଟଣାସ୍ଥଳରେ ସେନାର ଯବାନ ଓ ପୁଲିସ କର୍ମଚାରୀ ପହଞ୍ଚି ତଦାରଖ କରିଛନ୍ତି। 

What's Your Reaction?

like

dislike

love

funny

angry

sad

wow