ବାଣ କାରଖାନାରେ ବିସ୍ଫୋରଣ ,୬ ମୃତ

Jan 4, 2025 - 18:30
 0  1
ବାଣ କାରଖାନାରେ ବିସ୍ଫୋରଣ ,୬ ମୃତ

ତାମିଲନାଡୁର ବିରୁଧୁନଗର ଜିଲାରେ ଥିବା ଏକ ବାଣ ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ହୋଇଛି ମୃତ୍ୟୁ । ରାସାୟନିକ ପଦାର୍ଥ ମିଶ୍ରଣ ପ୍ରକ୍ରିୟା ସମୟରେ ଏହି ବିସ୍ଫୋରଣ ଘଟିଥିବା ମିଳିଛି ସୂଚନା। ବିସ୍ଫୋରଣ ଏତେ ଭୟାନକ ଥିଲା ଯେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ଅନେକ କୋଠରୀ  । ଏହି କାରଖାନାର ୩୫ଟି କୋଠରୀରେ କାମ କରନ୍ତି  ୮୦ରୁ ଅଧିକ ଶ୍ରମିକ।

What's Your Reaction?

like

dislike

love

funny

angry

sad

wow