ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା

Jan 4, 2025 - 18:27
 0  2
 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ  ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା

 ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିଜର ୨୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି ଭାଜପା। ନୂଆଦିଲ୍ଲୀ ବିଧାନସଭା ଆସନରୁ ପରବେଶ ସାହିବ ସିଂ ବର୍ମା ଏବଂ କାଲକାଜୀ ଆସନରୁ ରମେଶ ବିଧୁରୀଙ୍କୁ ପ୍ରାର୍ଥୀ କରିଛି ଦଳ। ଯଥାକ୍ରମେ କେଜରିୱାଲ ଏବଂ ଅତିଶୀଙ୍କ ବିପକ୍ଷରେ ଲଢ଼ିବେ ଉଭୟ।ଏହାବ୍ୟତୀତ ଆପ୍ ବିରୋଧରେ ବିଦ୍ରୋହ କରି ଭାଜପାରେ ଯୋଗ ଦେଇଥିବା କୈଳାସ ଗେହଲୋଟଙ୍କୁ ବିଜୱାସନ ଆସନରୁ କରାଯାଇଛି ପ୍ରାର୍ଥୀ।

What's Your Reaction?

like

dislike

love

funny

angry

sad

wow