ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ କରାଯିବ ପାଳନ

On June 25, “Constitution Murder Day” will be observed across India. A state-level event will be held at the Rail Auditorium in Bhubaneswar. Students of political science will participate, and Emergency-era detainees will be honored by the Chief Minister. The event will mark 50 years since the imposition of Emergency in India, raising awareness about constitutional rights and safeguards. This was announced by Higher Education Minister Suryabanshi Suraj.

Jun 24, 2025 - 12:50
 0  20
ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ କରାଯିବ ପାଳନ

ଜୁନ ୨୫ ତାରିଖରେ ଦେଶବ୍ୟାପୀ ସମ୍ବିଧାନ ହତ୍ୟା ଦିବସ କରାଯିବ ପାଳନ । ଭୁବନେଶ୍ଵର ରେଳ ଅଡିଟରିୟମ ପାଳନ ହେବ ରାଜ୍ୟ ସ୍ତରୀୟ ସମ୍ବିଧାନ ହତ୍ୟା ଦିବସ କାର୍ଯ୍ୟକ୍ରମ ।   ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀ ମାନେ ଏହି କାର୍ୟ୍ୟକ୍ରମରେ ହେବେ ସାମିଲ୍  ।  ଜରୁରୀକାଳୀନ ପରିସ୍ଥିତିରେ ଗିରଫ ହୋଇଥିବା ଗଣତନ୍ତ୍ର ସେନାନି ମାନଙ୍କୁ କାର୍ଯ୍ୟକ୍ରମ ରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ  ।  ଭାରତରେ ଲାଗୁ ହୋଇଥିବା ଜରୁରୀ କାଳିନ ସ୍ଥିତିର ୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କୁ ସଚେତନ କରାଯିବା ସହ ସମ୍ବିଧାନର ସୁରକ୍ଷା ଏବଂ ଲୋକଙ୍କ ଅଧିକାର ନେଇ ଏହି କାର୍ଯ୍ୟକ୍ରମରେ କରାଯିବ ଆଲୋଚନା।ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

What's Your Reaction?

like

dislike

love

funny

angry

sad

wow