ଟିଟିଲାଗଡ଼ର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Vigilance officials have launched simultaneous raids on multiple properties belonging to Dileshwar Majhi, Assistant Executive Engineer of R&B Sub-Division, Titilagarh, in connection with allegations of possessing assets disproportionate to known sources of income. The properties under scrutiny include: A two-storey house in Sambalpur town Another two-storey house in Unit-2, Brajarajnagar, Jharsuguda district A commercial market complex in Brajarajnagar Two Housing Board flats in Jharsuguda His office chamber at the R&B Sub-Division in Kantabanji, Balangir district A government residence in Titilagarh, Balangir The raid operation involves a dedicated team of 5 DSPs, 8 Inspectors, 2 ASIs, and other supporting staff.

Jul 3, 2025 - 12:07
 0  3
ଟିଟିଲାଗଡ଼ର ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ । ସମ୍ୱଲପୁର ଟାଉନ ସ୍ଥିତ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍-୨ ରେ ଥିବା ଆଉ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସ୍ଥିତ ଏକ ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ଦୁଇଟି ହାଉସିଂ ବୋର୍ଡ ଘର, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଆର ଆଣ୍ଡ ବି ସବ-ଡିଭିଜନ କାର୍ଯ୍ୟାଳୟରେ ଥିବା ଚାମ୍ବର, ବଲାଙ୍ଗୀର ଟିଟଲାଗଡ଼ରେ ଥିବା ସରକାରୀ ବାସଭବନରେ ଚାଲିଛି ଏକକାଳୀନ ଚଢାଉ।ଏହି ଚଢାଉରେ ସାମିଲ ହୋଇଛନ୍ତି ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ।

What's Your Reaction?

like

dislike

love

funny

angry

sad

wow