୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରରୁ ୩ ଶିଶୁ ନିଖୋଜ

Mar 6, 2026 - 17:37
 0  2
୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରରୁ ୩ ଶିଶୁ  ନିଖୋଜ

୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରରୁ ନିଖୋଜ ହୋଇଛନ୍ତି ୩ ଶିଶୁ । ଧଉଳି ଅଞ୍ଚଳରୁ ନିଖୋଜ ନାବାଳକ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ବୟସ ୧୨ ବର୍ଷ। ସେହିପରି ନିଖୋଜ ନାବାଳିକା ହେଉଛନ୍ତି ସାଲିଆସାହି ତାରିଣୀ ନଗରର ସୁମିତ୍ରା ଦେହୁରୀ, ଓ ସାଲିଆ ସାହି ହାତିଆସୁଣୀର ଶୁଭଶ୍ରୀ ନାୟକ  । ନିଖୋଜଙ୍କୁ ଖୋଜିବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛି କମିଶନରେଟ ପୋଲିସ ।

What's Your Reaction?

like

dislike

love

funny

angry

sad

wow