ଦଶହରାରେ ଶୁଖିଲା ରହିବ ପାଗ

Oct 8, 2024 - 16:14
 0  2
ଦଶହରାରେ ଶୁଖିଲା ରହିବ ପାଗ

ଲଗାତାର ଓଡିଶାରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏଥର ଦଶହରାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଳ୍ପ କିଛି ସ୍ତାନରେ ହୋଇପାରେ ବିଜୁଳି, ଘଡଘଡି ସହ ବର୍ଷା। ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ନାହିଁ ବର୍ଷା ହେବାର ସମ୍ଭାବନା। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ କଟକ ସହରରେ ଆଂଶିକ ମେଘାଚ୍ଛନ୍ନ ରହିବ ଆକାଶ।

What's Your Reaction?

like

dislike

love

funny

angry

sad

wow