୨ରୁ ୪ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବ ରାତି ତାପମାତ୍ରା

Dec 11, 2024 - 13:45
 0  5
୨ରୁ ୪ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବ ରାତି ତାପମାତ୍ରା

ଆସନ୍ତା ୩ଦିନ ମଧ୍ୟରେ ୨ରୁ ୪ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇପାରେ ରାତି ତାପମାତ୍ରା। ସୁନ୍ଦରରଗଡ଼, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା,କଟକ, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଆଦି ଜିଲାରେ ଦେଖିବାକୁ ମିଳିବ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ିର ଆସ୍ତରଣ । ତେବେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୧.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା କେନ୍ଦୁଝରଗଡ଼ରେ ୧୫.୨ ଡିଗ୍ରୀ ସେଲସିୟସ୍‌ କରାଯାଇଛି ରେକର୍ଡ।

What's Your Reaction?

like

dislike

love

funny

angry

sad

wow