ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହେବ ନାହିଁ ପରିବର୍ତ୍ତନ

ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହେବ ନାହିଁ ପରିବର୍ତ୍ତନ

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହେବ ନାହିଁ କୌଣସି ପରିବର୍ତ୍ତନ । ମାତ୍ର ଦୁଇ ଦିନ ପରେ ଅର୍ଥାତ୍‌ ଆସନ୍ତା ରବିବାରଠୁ ରାଜ୍ୟରେ ସମସ୍ତ ଜିଲ୍ଲାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା । ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା  ରହିବ ୧୬ ଡିଗ୍ରୀ। ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।