ନକଲି ଟଙ୍କା ଛାପୁଛନ୍ତି ମାଓବାଦୀ

ନକଲି ଟଙ୍କା ଛାପୁଛନ୍ତି ମାଓବାଦୀ! ଛତିଶଗଡ ସୁକମାରେ ନକ୍ସଲ ବିରୋଧୀ ଅଭିଯାନ ଭିତରେ ପ୍ରଥମ ଥର ପାଇଁ ମାଓବାଦୀଙ୍କ ଠାରୁ ମିଳିଛି ଟଙ୍କା ଛାପା ଉପକରଣ। ଏଥିସହ ଜବତ ହୋଇଛି ୫୦, ୧୦୦, ୨୦୦ ଓ ୫୦୦ ଟଙ୍କା ନକଲି ନୋଟର ନମୁନା । ଏନେଇ ସୂଚନା ଦେଇଛି ସୁକମା ପୋଲିସ। ଟଙ୍କା ଅଭାବରେ ମାଓବାଦୀମାନେ ନକଲି ନୋଟ ବ୍ୟବହାର କରୁଥିବା ଜଣାପଡିଛି।
What's Your Reaction?






