ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍‌

Aug 23, 2024 - 12:12
 0  5
ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍‌

ଆମେରିକାର ରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରାଟିକ ପାର୍ଟିର ନାମାଙ୍କନପତ୍ରକୁ ଆନୁଷ୍ଠାନିକ ଭାବରେ ଗ୍ରହଣ କରିଛନ୍ତି କମଲା ହାରିସ୍‌। ଏହି ସମୟ ମଧ୍ୟରେ ସେ ଆମେରିକାର ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ରାଷ୍ଟ୍ରପତି ହେବି। ସବୁବେଳେ ଦେଶକୁ ନିଜ ତଥା ଦଳ ଉପରେ ରଖିବି।ଆମକୁ ଏକାଠି କାମ କରିବାକୁ ପଡ଼ିବ। ମୁଁ ସମସ୍ତ ଆମେରିକୀୟ ନାଗରିକଙ୍କ ପାଇଁ ରାଷ୍ଟ୍ରପତି ହେବାକୁ ପ୍ରତିଜ୍ଞା କରୁଛି। ଦେଶକୁ ଆଗକୁ ନେବା ପାଇଁ ଆପଣମାନେ ମୋତେ ବିଶ୍ୱାସ କରିବେ।ଏହି ସମୟ ମଧ୍ୟରେ ସମ୍ମିଳନୀରେ ଉପସ୍ଥିତ ଲୋକମାନେ କମଲା ହାରିସ୍‌ ଏବଂ ଆମେରିକାର ଜିନ୍ଦାବାଦ ବୋଲି ଦେଇଥିଲେ ନାରା।

What's Your Reaction?

like

dislike

love

funny

angry

sad

wow