ରୁଷ-ୟୁକ୍ରେନ୍ ଶାନ୍ତି ଆଲୋଚନାରେ ଜେଲେନସ୍କି ସୃଷ୍ଟି କରୁଛନ୍ତି ବାଧା: ଟ୍ରମ୍ପ
US President Donald Trump has issued a major statement regarding the Russia-Ukraine conflict. He said that the obstacle to a possible peace deal that could end the war is not coming from Russia, but from Ukraine. Trump claimed that Russian President Vladimir Putin is ready for an agreement, while Ukrainian President Volodymyr Zelenskyy appears less interested. This statement comes at a time when Trump’s European allies have repeatedly said that Moscow is not keen on ending the war.
ରୁଷିଆ-ୟୁକ୍ରେନ୍ ବିବାଦ ସମ୍ପର୍କରେ ଏକ ବଡ଼ ବିବୃତି ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ୍ ବିବାଦର ଅନ୍ତ କରିପାରୁଥିବା ଏକ ସମ୍ଭାବ୍ୟ ଶାନ୍ତି ଚୁକ୍ତିରେ ବାଧା ରୁଷିଆରୁ ନୁହେଁ, ବରଂ ୟୁକ୍ରେନ୍ରୁ ଆସୁଛି । , ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚୁକ୍ତି ପାଇଁ ରାଜି ଅଛନ୍ତି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି କମ୍ ଆଗ୍ରହୀ ଦେଖାଯାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଟ୍ରମ୍ପ । ଏହି ବିବୃତି ଏପରି ଏକ ସମୟରେ ଆସିଛି ଯେତେବେଳେ ଟ୍ରମ୍ପଙ୍କ ୟୁରୋପୀୟ ସହଯୋଗୀମାନେ ବାରମ୍ବାର କହୁଛନ୍ତି ଯେ, ଯୁଦ୍ଧ ସମାପ୍ତ କରିବାକୁ ଆଗ୍ରହୀ ନୁହେଁ ମସ୍କୋ ।
What's Your Reaction?