ଋଷିଆ ଉପରେ ୟୁକ୍ରେନର ବଡ ଆକ୍ରମଣ

ରୁଷିଆର କଜାନ ସହର ଉପରେ ୯/୧୧ ଭଳି ଆକ୍ରମଣ କରିଛି ୟୁକ୍ରେନ। ୩ଟି ବହୁତଳ ପ୍ରାସାଦକୁ ନିଶାଣ କରି ଡ୍ରୋନରେ କରାଯାଇଛି ଆକ୍ରମଣ। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ମିଳିଛି ସୂଚନା । ଏନେଇ ୟୁକ୍ରେନକୁ ଦୋଷ ଦେଇଛି ରୁଷିଆ ।କେବଳ ଗୋଟିଏ ନୁହେଁ ୮ଟି ଡ୍ରୋନ୍ ମାଡ କରିଛି ୟୁକ୍ରେନ୍ । ଋଷିଆ ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ, କାଜନ ସହରରେ ହୋଇଥିବା ଆକ୍ରମଣରେ ଋଷିଆର ବାୟୁସେନାଙ୍କ ଦ୍ୱାରା ଏକ ୟୁକ୍ରେନ ଡ୍ରୋନକୁ କରିଦିଆଯାଇଛି ନଷ୍ଟ ।ତେବେ ଏହି ଡ୍ରୋନ ଆକ୍ରମଣରେ କେହି ମୃତହାତ ହୋଇନଥିବା ମିଳିଛି ସୂଚନା।
What's Your Reaction?






