ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ

Dec 21, 2024 - 13:37
 0  5
ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ

ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ସେ କହିଛନ୍ତି ଯେ,ଓଡିଶାରେ ୨ ଦିନ ଧରି ଜାରି ରହିଛି ବର୍ଷା । ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର।ଧାନ ନଷ୍ଟ ହେଲେ ଦିଆଯିବ କ୍ଷତିପୂରଣ । ମଣ୍ଡିରେ ଧାନର ସୁରକ୍ଷା ପାଇଁ କରାଯାଇଛି  ଜରି ପାଲର ବ୍ୟବସ୍ଥା। ତେଣୁ ମଣ୍ଡି ରେ ଧାନ ଓଦା ହେବା ସମ୍ଭାବନା କମ । ବିଲରେ ବର୍ଷା ଯୋଗୁଁ ଗଜା ହୋଇ ଯାଇ ପାରେ ଧାନ । ବର୍ଷା କମିଲେ ଧାନ ଶୁଖିଲା ପରେ ମଣ୍ଡି ରେ କିଣାଯିବ ବୋଲି କହିଛନ୍ତି ମନ୍ତ୍ରୀ  ।

What's Your Reaction?

like

dislike

love

funny

angry

sad

wow