ପୁଣି ଅପରିବର୍ତ୍ତିତ ରେପୋ ରେଟ୍

ପୁଣି ଅପରିବର୍ତ୍ତିତ ରେପୋ ରେଟ୍

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍।  ଦଶମ ଥର ପାଇଁ ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ମହଙ୍ଗା ହେବନି ଋଣ, କି ବଢ଼ିବନି ମାସିକ କିସ୍ତି।ଆଜି ଏମପିସିର ନିଷ୍ପତ୍ତି ଘୋଷଣା ବେଳେ ଏହି ସୂଚନା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ଏମପିସି ଅଧ୍ୟକ୍ଷ ଶକ୍ତିକାନ୍ତ ଦାସ।