ପୁଣି ଚୀନର ନୂଆ ଚାଲ୍, ଏଲଏସିରେ କରୁଛି ମିଲିଟାରୀ ଡ୍ରିଲ

Jan 13, 2025 - 12:22
 0  7
ପୁଣି ଚୀନର ନୂଆ ଚାଲ୍, ଏଲଏସିରେ କରୁଛି ମିଲିଟାରୀ ଡ୍ରିଲ

ଗୋଟେପଟେ ଦେଶ ସେନା ଦିବସ ପାଳନ ପ୍ରସ୍ତୁତିରେ ଲାଗିପଡିଥିବାବେଳେ ସେପଟେ ଏଲଏସି ରେ ଯୁଦ୍ଧ ଡ୍ରିଲ ଆରମ୍ଭ କଲାଣି ଚୀନ । ଚୀନର ସେନା ପିପୁଲ୍ସ ଲିବରେସନ୍ ପାର୍ଟିର ସିନଜିଆଙ୍ଗ ମିଲିଟାରୀ କମାଣ୍ଡର ରେଜିମେଣ୍ଟ ନେତୃତ୍ବରେ ଯୁଦ୍ଧାଭ୍ୟାସ କରୁଥିବା ମିଳିଛି ସୂଚନା।ଚୀନର ଏହି କମ୍ବାଟ ଡ୍ରିଲରେ ଯୁଦ୍ଧ ବାହାନ, ମାନବରହିତ ସିଷ୍ଟମ ଓ ଡ୍ରୋନ୍ ସହିତ ସେନାର ଉନ୍ନତମାନର ଯୁଦ୍ଧାସ୍ତ୍ରର କରାଯାଉଛି ବ୍ୟବହାର । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ନେଇ ଚୁକ୍ତି ହୋଇଥିଲେ ବି ଚୀନର ଏଭଳି କାର୍ୟ୍ୟକଳାପ ସମସ୍ତଙ୍କୁ କରିଛି ଅତିଷ୍ଠ  ।

What's Your Reaction?

like

dislike

love

funny

angry

sad

wow