ପୁଣି ବଢିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର

ପୁଣି ବଢିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର

 ମାସ ଆରମ୍ଭରୁ ପୁଣି ବଢିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର । ୧୯ କେଜି ସିଲିଣ୍ଡର ପିଛା ୬ ଟଙ୍କା ପାଇଛି  ବୃଦ୍ଧି ।  ଏବେ ଦିଲ୍ଲୀରେ ଏହି ସିଲିଣ୍ଡର ଦର  ୧୮୦୩ ଟଙ୍କାରେ ହେବ ଉପଲବ୍ଧ । ଅନ୍ୟପଟେ ଅପରିବର୍ତ୍ତିତ ରହିଛି  ଘରୋଇ ସିଲିଣ୍ଡର ଦର।