ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର,୪ ଯବାନ ସହିଦ

ଜମ୍ମୁ-କାଶ୍ମୀର ଡୋଡାରେ ଏନକାଉଣ୍ଟର,୪ ଯବାନ ସହିଦ

ଜମ୍ମୁ-କାଶ୍ମୀର ଡୋଡାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଛି ଗୁଳିବିନିମୟ । ଫଳରେ ଜଣେ ଆର୍ମି ଅଧିକାରୀଙ୍କ ସହିତ ସହିଦ ହୋଇଛନ୍ତି  ୩ ଯବାନ । ଏଏନଆଇର ରିପୋର୍ଟ ଅନୁସାରେ ,ରାଷ୍ଟ୍ରୀୟ ରାଇଫଲ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ତଲାସି ଅଭିଯାନ ସମୟରେ ହୋଇଥିଲା ଏହି ଗୁଳିବିନିମୟ । ଏବେ ବି ଜାରି ରହିଛି ସେନାର  ତଲାସି ଅଭିଯାନ। ଗତ ୩୨ ମାସ ମଧ୍ଯରେ ଗଲାଣି ୪୦ ଯବାନଙ୍କ ଜୀବନ।