ପୁରୀ ଜିଲ୍ଲା କଣାସରେ ବେକାବୁ ଡାଇରିଆ

Jan 20, 2025 - 12:23
 0  3
ପୁରୀ ଜିଲ୍ଲା କଣାସରେ ବେକାବୁ ଡାଇରିଆ

ପୁରୀ ଜିଲ୍ଲା କଣାସରେ ବେକାବୁ ହେଉଛି ଡାଇରିଆ। ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କର ହେଲାଣି ମୃତ୍ୟୁ ।  ଦୟା ନଦୀ ପାଣି ବିଷାକ୍ତ ହୋଇଥିବାରୁ ବଢୁଛି ବିପଦ ।  ତେଣୁ ଏହି ପାଣିକୁ ବ୍ୟବହାର କରନ୍ତୁ ନାହିଁ ବୋଲି ଘଣ୍ଟ ବଜାଇ କରାଯାଇଛି ସତର୍କ ।ବିଶେଷ କରି ଦୟାନଦୀର ତଳିଆ ଅଞ୍ଚଳ ଜାଗୁଳାଇପଦର, ନୂଆ ଗାଁ ଗଡିଶାଗୋଦାରେ ବ୍ୟାପୁଛି  ଝାଡାବାନ୍ତି ।  ଏବେ ସୁଦ୍ଧା ୧୫ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଓ ପୁରୀରେ ହେଉଛନ୍ତି ଚିକିତ୍ସିତ । 

What's Your Reaction?

like

dislike

love

funny

angry

sad

wow