ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜୁ ଜନତା ଦଳ

Aug 30, 2024 - 15:43
 0  2
ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜୁ ଜନତା ଦଳ

ଆନ୍ଧ୍ର ଯାଇ ୨ଦିନିଆ ପୋଲାଭରମ ସ୍ଥିତି ସମୀକ୍ଷା କରି ଫେରିଛନ୍ତି ବିଜୁ ଜନତା ଦଳ । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ବରେ ଯାଇଥିବା ଏହି ଦଳରେ ଥିଲେ ସାଂସଦ ମୁନ୍ନା ଖାଁ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ଯସାଚୀ ନାୟକ, ବିଜେଡି ନେତା ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ଭାସ୍କର ରାଓ ପ୍ରମୁଖ। ଆନ୍ଧ୍ରରେ ପୋଲାଭରମର ସ୍ଥିତି ଦେଖିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା କହିଛନ୍ତି ଦେବୀ ମିଶ୍ର । ଆସନ୍ତାକାଲି ଏନେଇ ଦଳର ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବ ଦଳ।

What's Your Reaction?

like

dislike

love

funny

angry

sad

wow