କ୍ବିକ୍‌ କମର୍ସରେ ହଟିଲା ୧୦ ମିନିଟ୍‌ ଡେଲିଭରି ସେବା

The Union Ministry of Labour has directed Zomato, Swiggy, Blinkit, and Zepto to withdraw their 10-minute delivery services. According to reports, Blinkit has already implemented the directive and removed its 10-minute delivery promise with immediate effect. Other companies are expected to follow suit in the coming days. This decision has been taken keeping in mind the safety of delivery personnel and the need for improved working conditions.

Jan 13, 2026 - 16:45
 0  1
କ୍ବିକ୍‌ କମର୍ସରେ ହଟିଲା ୧୦ ମିନିଟ୍‌ ଡେଲିଭରି ସେବା

୧୦ ମିନିଟ୍‌ରେ ଡେଲିଭରି ସେବା ପ୍ରତ୍ୟାହାର କରିବା ପାଇଁ ଆଜି ଜୋମାଟୋ, ସ୍ବିଗି, ବ୍ଲିଙ୍କିଟ୍‌ ଏବଂ ଜେପ୍ଟୋକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ । ସୂଚନା ଅନୁଯାୟୀ ସରକାରଙ୍କ ଉକ୍ତ ନି‌ର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରି ୧୦ ମିନିଟ୍‌ରେ ଡେଲିଭରି ପ୍ରତିଶ୍ରୁତିକୁ ହଟାଇ ଦେଇଛି ବ୍ଲିଙ୍କିଟ୍‌  । ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି କରାଯାଉଛି ଆଶା । ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ଏବଂ ଉନ୍ନତ କାର୍ଯ୍ୟ ପରିସ୍ଥିତିକୁ ଧ୍ୟାନରେ ରଖି  ନିଆଯାଇଛି ଏହି ନିଷ୍ପତ୍ତି।

What's Your Reaction?

like

dislike

love

funny

angry

sad

wow