ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

Jan 17, 2025 - 12:52
 0  2
ବଢିଲା କନିଷ୍ଠ ଶିକ୍ଷକଙ୍କ ଦରମା

ବଢିଲା ସ୍କିମାଟିକ୍ କନିଷ୍ଠ ଶିକ୍ଷକ ମାନଙ୍କର ପାରିଶ୍ରମିକ । ମାସିକ ପାରିଶ୍ରମିକ ୧୧,୧୦୦ ରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର। ଫଳରେ ଉପକୃତ ହେବେ ୧୩,୭୪୦ ଶିକ୍ଷକ । ଏଥିପାଇଁ ଅତିରିକ୍ତ ୮୯.୧୫ କୋଟି ବହନ କରିବେ ସରକାର । ଏହାସହିତ ଏହି ବର୍ଗର ଶିକ୍ଷକମାନଙ୍କ ଇପିଏଫ୍‌ ପରିମାଣ ମଧ୍ୟ ୧୪୪୩ଟଙ୍କାରୁ ୧୯୫୦ ଟଙ୍କାକୁ ପାଇଛି ବୃଦ୍ଧି ।ସୂଚନାଯୋଗ୍ୟ, ସମଗ୍ର ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକମାନେ ହୋଇଛନ୍ତି ନିୟୋଜିତ ।

What's Your Reaction?

like

dislike

love

funny

angry

sad

wow