ବଢୁଛି ସୁନାଦର

May 30, 2024 - 15:16
 0  5
ବଢୁଛି ସୁନାଦର

 ଆଜି ଭୂବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨ ହଜାର ୭୬୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ରହିଛି ୬୬ ହଜାର ୭୦୦ ଟଙ୍କା । କଟକରେ ମଧ୍ୟ ସୁନା ଦରରେ ଦେଖିବାକୁ ମିଳିଛି ପରିବର୍ତ୍ତନ। ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୬,୬୭୦ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୫୩,୩୬୦ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ମୂଲ୍ୟ ରହିଛି ୭୨,୭୬୦ । ତେବେ ଗତକାଲି ଅପେକ୍ଷା ଆଜି ଦ୍ୱୈତନଗରୀରେ ସାମାନ୍ୟା କମିଛି ସୁନା ଦର  । ଏହାଛଡା ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୧୦୧ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୮୦୮ ଟଙ୍କା, ୧୦୦ ଗ୍ରାମ୍ ପିଛା ୧୦,୧୦୦ ଓ ୧ କେଜି ପିଛା ରହିଛି ୧୦୧,୦୦୦ ଟଙ୍କା ।

What's Your Reaction?

like

dislike

love

funny

angry

sad

wow