ଓଡିଶାରୁ ମୂଳପୋଛ ହେବ ଗଞ୍ଜେଇ ଚାଷ

Nov 25, 2024 - 18:14
 0  4
ଓଡିଶାରୁ ମୂଳପୋଛ ହେବ ଗଞ୍ଜେଇ ଚାଷ

ଓଡିଶାରୁ ମୂଳପୋଛ ହେବ ଗଞ୍ଜେଇ ଚାଷ। ଗ୍ରୀନ୍ କ୍ଲିନ୍ ଅଭିଯାନ ନେଇ ସୂଚନା ଦେଉଛନ୍ତି ଡିଜିପି ଓ୍ୱାଇ. ବି. ଖୁରାନିଆ।ସେ କହିଛନ୍ତି ଯେ, ମୋଟ ୫୪ଟି ଗଞ୍ଜେଇ ଚାଲାଣ ଓ ଚାଷ ନେଇ  ରୁଜୁ ହୋଇଛି ମାମଲା। ୫୩୦୦ କେଜି ଗଞ୍ଜେଇ ଜବତ କରାଯିବା ସହ ୮୦ ଜଣଙ୍କୁ କରାଗଲାଣି ଗିରଫ। ନଗଦ ୧୫ ଲକ୍ଷରୁ ଅଧିକ ଟଙ୍କା ସହ ୨୦ଟି ଗାଡି  ହୋଇଛି ଜବତ।ରାଜ୍ୟରେ ୮ଟି ଜିଲ୍ଲାରେ ହେଉଛି ସର୍ବାଧିକ ଗଞ୍ଜେଇ ଚାଷ। ଏଥିପାଇଁ ଡ୍ରୋନ୍ ଏବଂ ସାଟେଲାଇଟ୍ ଜରିଆରେ ରଖାଯାଇଛି ନଜର।

What's Your Reaction?

like

dislike

love

funny

angry

sad

wow