ବଦଳିଲା ନବୀନ ପଟ୍ଟନାୟକଙ୍କ ସାମାଜିକ ଗଣମାଧ୍ଯମ  ପ୍ରୋଫାଇଲ୍

Jun 12, 2024 - 12:14
 0  4
ବଦଳିଲା ନବୀନ ପଟ୍ଟନାୟକଙ୍କ ସାମାଜିକ ଗଣମାଧ୍ଯମ  ପ୍ରୋଫାଇଲ୍

ବଦଳିଲା ନବୀନ ପଟ୍ଟନାୟକଙ୍କ ସାମାଜିକ ଗଣମାଧ୍ଯମ  ପ୍ରୋଫାଇଲ୍ । ପ୍ରୋଫାଇଲରେ ରହିଛି ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ  ବଦଳାଇଛନ୍ତି ପ୍ରୋଫାଇଲ ଷ୍ଟାଟସ । ପୂର୍ବରୁ ମୁଖ୍ୟମନ୍ତ୍ରୀଭାବେ ରହିଥିଲା ପ୍ରୋଫାଇଲ । ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ହୋଇଛି ଅପଡେଟ  ।

What's Your Reaction?

like

dislike

love

funny

angry

sad

wow