ବାଂଲାଦେଶକୁ ୪ ରନରେ ହରାଇଛି ଦକ୍ଷିଣ ଆଫ୍ରିକା

ଟି-୨୦ ବିଶ୍ୱକପରେ ଜାରି ରହିଛି ଦକ୍ଷିଣ ଆଫ୍ରିକାର ବିଜୟ ଅଭିଯାନ। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ବାଂଲାଦେଶକୁ ୪ ରନରେ ହରାଇଛି ଦକ୍ଷିଣ ଆଫ୍ରିକା। ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ କରିଥିଲା ୧୧୩ ରନ୍। ଏହାର ଜବାବରେ ୭ ୱିକେଟ ହରାଇ ୨୦ ଓଭରରେ ୧୦୯ ରନ୍ କରିପାରିଥିଲା ବାଂଲାଦେଶ ।
What's Your Reaction?






