ଆଗକୁ ବଢିପାରୁନି ମୌସୁମୀ , ଆହୁରି ତିନରୁ ଚାରି ଦିନ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

Jun 11, 2024 - 12:42
 0  8
ଆଗକୁ ବଢିପାରୁନି ମୌସୁମୀ , ଆହୁରି ତିନରୁ ଚାରି ଦିନ ଲାଗି ରହିବ ଗ୍ରୀଷ୍ମ ପ୍ରବାହ

ଅନୁକୂଳ ବାତାବରଣ ନଥିବାରୁ ଆଗକୁ ବଢିପାରୁନି ମୌସୁମୀ । ଫଳରେ ଓଡିଶାରେ ଆହୁରି ତିନରୁ ଚାରି ଦିନ ଲାଗି ରହିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ଉତର ଓ ଉପକୂଳ ଓଡିଶାରେ ଅସହ୍ୟ ଗୁଳୁଗୁଳି ହେବ ଅନୁଭୂତ  । ସେପଟେ ରାଜ୍ୟରେ ଅଂଶୁଘାତର ମାମଲା ବଢୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।ଆସନ୍ତାକାଲି ପଶ୍ଚିମ ଓଡିଶାର ୮ଟି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ ଉପକୂଳ ଓଡିଶାର ୧୧ ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗୁଳୁଗୁଳି। ଏନେଇ ୧୯ ଜିଲ୍ଲାକୁ ହଳଦିଆ ସତର୍କତା  ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

What's Your Reaction?

like

dislike

love

funny

angry

sad

wow