ବାଜି ମାରିଲେ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍

Oct 8, 2024 - 16:11
 0  2
ବାଜି ମାରିଲେ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍

ବାଜି ମାରିଲେ କୁସ୍ତି ଯୋଦ୍ଧା ବିନେଶ ଫୋଗଟ୍ । ୬୫, ୦୮୦ ଭୋଟରେ ହେଲେ ବିଜୟୀ। ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ୬୦୧୫ ଭୋଟରେ ବିଜୟୀ ହେଲେ ବିନେଶ ।ଅନ୍ୟପଟେ  ୫୯, ୦୬୫ ଭୋଟ ପାଇ ପରାଜୟ ବରଣ କଲେ ବିଜେପି ପ୍ରତିଦ୍ୱନ୍ଦ୍ୱି ଯୋଗେଶ ବୈରାଗୀ।  ତେବେ ବିନେଶଙ୍କ ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପିର ପୂର୍ବତନ ସାଂସଦ ବ୍ରିଜଭୂଷଣ ସିଂ । ସେ କହିଛନ୍ତି ଯେ, ବିନେଶ ଫୋଗଟ ଜିତିଛନ୍ତି ସତ କିନ୍ତୁ ସେ ଯେଉଁଠି ବି ପାଦ ଦିଅନ୍ତି ସେଠାରେ ବିନାଶ ଘଟେ । ସେ କଂଗ୍ରେସରେ ପାଦ ଦେଲେ ଆଉ କଂଗ୍ରେସର ବିନାଶ ଘଟିଛି । 

What's Your Reaction?

like

dislike

love

funny

angry

sad

wow