ମଣିପୁରର ୩ଟି ଜିଲ୍ଲାରେ ଲାଗିଲା କର୍ଫ୍ୟୁ

Sep 10, 2024 - 15:45
 0  4
ମଣିପୁରର ୩ଟି ଜିଲ୍ଲାରେ ଲାଗିଲା କର୍ଫ୍ୟୁ

ମଣିପୁରରେ ପୁଣି ସଙ୍ଗୀନ ହେଲା ସ୍ଥିତି । ରାଜ୍ୟରେ ଚାଲିଥିବା ବିବାଦ ମଧ୍ୟରେ ମଣିପୁରର ତିନୋଟି ଜିଲ୍ଲା ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ ଏବଂ ଥୌବାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି ସେଠାକାର ସରକାର। ପୂର୍ବ ଏବଂ ପଶ୍ଚିମ ଇମ୍ଫାଲ ଜିଲ୍ଲାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବା ମିଳିଛି ସୂଚନା ।  

What's Your Reaction?

like

dislike

love

funny

angry

sad

wow