ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମାଡିଲା ଜିବିଏସ୍ ସିଣ୍ଡ୍ରୋମ

Jan 30, 2025 - 16:36
 0  1
ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମାଡିଲା ଜିବିଏସ୍ ସିଣ୍ଡ୍ରୋମ

ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗରେ ମାଡିଲା ଜିବିଏସ୍ ସିଣ୍ଡ୍ରୋମ ।ପଶ୍ଚିମବଙ୍ଗରେ ଏଥିରେ ଜଣେ ଶିଶୁ ଙ୍କ ସମେତ ୩ ଜଣଙ୍କ ହୋଇଛି ମୃତ୍ୟୁ । ତେବେ ମୃତ୍ୟୁର କାରଣ ସମ୍ପର୍କରେ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ସ୍ପଷ୍ଟ କରିନାହିଁ ସ୍ୱାସ୍ଥ୍ୟ ବିଭାଗ  । ମୃତକଙ୍କ ମଧ୍ୟରେ ଉତ୍ତର ୨୪ ପ୍ରଗଣାର ଜଗଦ୍ଦଲର ବାସିନ୍ଦା ୧୦ ବର୍ଷୀୟ ଦେବକୁମାର ସାହୁ, ୧୭ ବର୍ଷୀୟ ଆମଡାଙ୍ଗାର ବାସିନ୍ଦା ଆରିତ୍ର ମନାଲ ଏବଂ ହୁଗଲି ଜିଲ୍ଲାର ଧନିଆଖାଲି ଗାଁର ୪୮ ବର୍ଷୀୟ ଜଣେ ବ୍ୟକ୍ତି ଅନ୍ତର୍ଭୁକ୍ତ । 

 ୧

What's Your Reaction?

like

dislike

love

funny

angry

sad

wow