ମାର୍ଚ୍ଚ ୩୧ ପରେ ଆଉ ମଣ୍ଡିରୁ ଧାନ ନେବେନି ସରକାର

Feb 25, 2025 - 14:10
 0  3
ମାର୍ଚ୍ଚ ୩୧ ପରେ ଆଉ ମଣ୍ଡିରୁ ଧାନ ନେବେନି ସରକାର

ମାର୍ଚ୍ଚ ୩୧ ପରେ ଆଉ ମଣ୍ଡିରୁ ଧାନ ନେବେନି ସରକାର । ଆଉ ବଢିବନି ସମୟ ଅବଧି। ବର୍ତ୍ତମାନ ସୁଦ୍ଧା ସଂଗ୍ରହ ସରିଛି ୬୫ ଲକ୍ଷ ମେଟ୍ରିକ ଟନ୍ ଧାନ । ପୂରଣ ହୋଇସାରିଲାଣି  ୯୦ % ଧାନ ସଂଗ୍ରହ ଲକ୍ଷ।ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

What's Your Reaction?

like

dislike

love

funny

angry

sad

wow