ଆୟକର ଫାଇଲ କରିଥିଲେ କଟିବନି ପଡି କାର୍ଡ

Feb 25, 2025 - 13:59
 0  3
ଆୟକର ଫାଇଲ କରିଥିଲେ କଟିବନି ପଡି କାର୍ଡ

ଆୟକର ଫାଇଲ କରିଥିଲେ ବି କଟିବନି ପଡି କାର୍ଡ | ଏବେ ସିଧାସଳଖ ପ୍ରତ୍ୟକ୍ଷ ଯାଞ୍ଚ କରିବେ ରାଜ୍ୟ ସରକାର | ତାଲିକା ସହ ଦ୍ୱାରରୁ ଦ୍ୱାର ବୁଲି ଯାଞ୍ଚ କରିବାକୁ ଅଧିକାରୀମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ | ଏହି ପ୍ରକ୍ରିୟା ପରେ ନିଷ୍ପତ୍ତି ନିଆଯିବ ପଡି କାର୍ଡ କଟିବ କି ନାହିଁ l ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

What's Your Reaction?

like

dislike

love

funny

angry

sad

wow